Door43-Catalog_or_tn/2CO/10/03.md

972 B

ଶାରୀରିକ ଭାବରେ ଯୁଦ୍ଧ

ଏଠି: “ମାନବୀୟ ଅସ୍ତ୍ରଶସ୍ତ୍ର ସହିତ ଲଢ଼େଇ”

ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ

ଏଠି: “ଯେଣୁ ଆମ୍ଭେମାନେ ଜାଗତିକ ଅସ୍ତ୍ରଶସ୍ତ୍ର ନୁହେଁ କିନ୍ତୁ ଈଶ୍ୱରଙ୍କ ଶକ୍ତିଯୁକ୍ତ ଅସ୍ତ୍ରଶସ୍ତ୍ର ସହିତ ଲଢ଼େଇ କରୁ|”

ମାତ୍ର, ଦୃଢ଼ ଗଡ଼ ଧ୍ୱଂସ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ଶକ୍ତିଯୁକ୍ତ ଅଟନ୍ତି

“ଦୃଢ଼ ଗଡ଼ ଭୂମିସାତ୍ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ଶକ୍ତିଯୁକ୍ତ ଅଟନ୍ତି”