Door43-Catalog_or_tn/2CO/09/12.md

2.1 KiB

ଏହି ସେବାରୂପ ସେବାକାର୍ଯ୍ୟ ନିମନ୍ତେ

ଏଠି: “ତୁମ୍ଭମାନଙ୍କ ଦାନରୂପ ସେବାକାର୍ଯ୍ୟ ନିମନ୍ତେ”

ସାଧୁମାନଙ୍କ ଆବଶ୍ୟକତା

“ଯିରୁଶାଲମସ୍ଥ ସାଧୁମାନଙ୍କ ଆବଶ୍ୟକତା”

ମାତ୍ର ତଦ୍ଵାରା ମଧ୍ୟ ଈଶ୍ଵରଙ୍କ ଉଦ୍ଦେଶ୍ୟରେ ବହୁ ଧନ୍ୟବାଦ ଉଚ୍ଛୁଳି ଉଠୁଅଛି

ଏଠି: “ମାତ୍ର ଏହା ମଧ୍ୟ ଅନେକ ଲୋକ ଈଶ୍ୱରଙ୍କୁ ଧନ୍ୟବାଦର କାରଣ ହେଉଅଛି”

ଏହି ସେବାକର୍ମ ଦ୍ୱାରା ତୁମ୍ଭେମାନେ ଗ୍ରହଣଯୋଗ୍ୟ ହୋଇଅଛ,

ଏଠି: “ତୁମ୍ଭମାନଙ୍କ ଉଦାରତା, ତୁମ୍ଭମାନଙ୍କ ଆଜ୍ଞାକାରୀ ଓ ପ୍ରେମକୁ ପ୍ରମାଣ କରୁଅଛି|”

ତୁମ୍ଭମାନଙ୍କ ସ୍ୱୀକାର କରୁଥିବା ଖ୍ରୀଷ୍ଟଙ୍କ ସୁସମାଚାର ପ୍ରତି ବାଧ୍ୟତା, ପୁଣି ସେମାନଙ୍କ ଓ ସମସ୍ତଙ୍କ ପ୍ରତି ତୁମ୍ଭମାନଙ୍କର ଦାନ ରୂପ ଉଦାରତା ସକାଶେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁଅଛ|

ଏଠି: “କେବଳ ତୁମ୍ଭମାନଙ୍କ ଆଜ୍ଞାକାରୀ ଓ ଉଦାରତା ଦ୍ୱାରା ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କ ଶୁଭ ସମ୍ବାଦକୁ ଘୋଷଣା କରିବା ଦ୍ୱାରା ତୁମ୍ଭେମାନେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରୁଅଛ|”

ତାହାଙ୍କର ଅକଥନୀୟ ଦାନ ନିମନ୍ତେ!

ଏଠି: “ଏହି ଦାନ ନିମନ୍ତେ ଯାହା ଶବ୍ଦରେ ବ୍ୟକ୍ତ କରାଯାଇ ନ ପାରେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି!”