Door43-Catalog_or_tn/2CO/09/10.md

1.5 KiB

ଯେ ବୀଜବପନକାରୀକୁ ବୀଜ ଓ ଭୋଜନ ନିମନ୍ତେ ଆହାର ଯୋଗାନ୍ତି,ସେ ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ ଯୋଗାଇବେ ଓ ତାହା ବଢ଼ାଇବେ, ପୁଣି, ତୁମ୍ଭମାନଙ୍କ ଧାର୍ମିକତାର ଫସଲ ବୃଦ୍ଧି କରିବେ

ଈଶ୍ଵରଙ୍କ ବନ୍ଦୋବସ୍ତ ଆପଣା ଲୋକମାନଙ୍କ ମୁକ୍ତି ନିମନ୍ତେ, ଏହା ଦର୍ଶାଇବା ନିମନ୍ତେ ପାଉଲ ଏହି ଉଦାହରଣକୁ ବ୍ୟବହାର କରନ୍ତି| (ଦେଖନ୍ତୁ: ଉଦାହରଣ)|

ବୁଣିବା ନିମନ୍ତେ ତୁମ୍ଭମାନଙ୍କୁ ବୀଜ

ଏଠି: “ତୁମ୍ଭମାନଙ୍କ ପରିଦର୍ଶିତ”

ତୁମ୍ଭମାନଙ୍କ ଧାର୍ମିକତାର ଫସଲ|

“ତୁମ୍ଭମାନଙ୍କ ଧାର୍ମିକତାର ଫଳ”

ଆଉ ଏହା ଆମ୍ଭମାନଙ୍କ ଦ୍ଵାରା ଈଶ୍ଵରଙ୍କ ଧନ୍ୟବାଦର କାରଣ ହେବ|

ଏଠି: “ଆଉ ଯେତେବେଳେ ଆମ୍ଭେମାନେ ତୁମ୍ଭମାନଙ୍କ ଦାନକୁ ଯେଉଁମାନଙ୍କର ଆବଶ୍ୟକ ସେମାନଙ୍କୁ ଦେଉ, ସେମାନେ ଈଶ୍ଵରଙ୍କୁ ଅନେକ ଧନ୍ୟବାଦ ଦେବେ|”