Door43-Catalog_or_tn/2CO/09/08.md

570 B

ଈଶ୍ଵର ତୁମ୍ଭମାନଙ୍କୁ ସର୍ବପ୍ରକାର ଅନୁଗ୍ରହ ପ୍ରଚୁର ଭାବରେ ଦେବାକୁ ସମର୍ଥ ଅଟନ୍ତି

ପାଉଲ ବ୍ୟକ୍ତ କରୁଛନ୍ତି ଯେ, ଜଣେ ଯଦି ଅନ୍ୟ ବିଶ୍ୱାସୀକୁ ଆର୍ଥିକ ସାହାଯ୍ୟ କରେ ତେବେ ଈଶ୍ୱର ମଧ୍ୟ ଦାତାକୁ ପ୍ରଚୁର ଅନୁଗ୍ରହ ଦେବେ ଯେପରି ଦାତାର କୌଣସି ଅଭାବ ନ ହୁଏ|