Door43-Catalog_or_tn/2CO/08/22.md

725 B

ପୁଣି ସେମାନଙ୍କ ସଙ୍ଗେ

“ସେମାନଙ୍କ” ତିତସ ଓ ପୂର୍ବରେ ଉଲ୍ଲେଖିତ ଭାଇଙ୍କୁ ଦର୍ଶାଏ|

ସହଭାଗୀ ଓ ତୁମ୍ଭମାନଙ୍କ ନିମନ୍ତେ ମୋହର ସହକର୍ମୀ

ଏଠି: “ସହଭାଗୀ, ଯିଏ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ମୋହର ସହିତ କାର୍ଯ୍ୟ କରନ୍ତି”

ଆମ୍ଭମାନଙ୍କ ଭାଇମାନଙ୍କ ସମ୍ବନ୍ଧରେ

“ଆମ୍ଭମାନଙ୍କ ଅନ୍ୟ ଭାଇମାନଙ୍କ ସମ୍ବନ୍ଧରେ”