Door43-Catalog_or_tn/2CO/08/20.md

1.2 KiB

ଅଭିଯୋଗ କରିବାର କାରଣ

ଏଠି: “ସମ୍ମାଲୋଚନ କରିବାର କାରଣ”

ବଦନ୍ୟତାର ଦାନ ସଂଗ୍ରହ କରିବା ସମ୍ଭନ୍ଧରେ|

ଏଠି: “ଏହି ଉଦାର ଦାନକୁ ଆମ୍ଭେମାନେ କିପରି ପରିଚାଳନା କରାଯାଉଛି, ସେ ବିଷୟରେ|”

ଯାହା ସବୁ ସମ୍ମାନଜନକ ସେହି ସବୁ ଆମ୍ଭେମାନେ ବିବେଚନା କରୁ,

ଏଠି: “ଆମ୍ଭେମାନେ ସମ୍ମାନଜନକ ଭାବରେ ଯତ୍ନପୂର୍ବକ ଏହି ଦାନକୁ ଯତ୍ନ କରୁଅଛୁ,,”

କେବଳ ପ୍ରଭୁଙ୍କ ଦୃଷ୍ଟିରେ ନୁହେଁ,

ଯେପରି ପାଉଲଙ୍କ କାର୍ଯ୍ୟକଳାପ ଈଶ୍ୱରଙ୍କ ଦୃଷ୍ଟିରେ ସମ୍ମାନୀୟ ହେବ|

କିନ୍ତୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ|

ତେବେ ଲୋକେ ଦେଖିବେ ଯେ ପାଉଲ ବିଶ୍ୱାସଯୋଗ୍ୟ ଅଟନ୍ତି|