Door43-Catalog_or_tn/2CO/08/18.md

870 B

ତାହାଙ୍କ ସହିତ

“ତିତସଙ୍କ ସହିତ”

କେବଳ ତାହା ନୁହେଁ, କିନ୍ତୁ ସେ ମଧ୍ୟ ନିଯୁକ୍ତ ହୋଇଅଛନ୍ତି

ଏଠି: “ଖ୍ରୀଷ୍ଟଙ୍କ ଠାରେ ଏହି ଭାଇ ନିଯୁକ୍ତ ହୋଇଅଛନ୍ତି”

ଏହି ଅନୁଗ୍ରହକାର୍ଯ୍ୟ ସମ୍ପାଦନ କରିବା ନିମନ୍ତେ

ଯିରୁଶାଲମକୁ ଏହି ଦାନ ଘେନିଯିବା ନିମନ୍ତେ| ଏଠି: “ଏହି ଦୟାର କାର୍ଯ୍ୟକୁ ସମ୍ପାଦନ କରିବା ନିମନ୍ତେ”

ଗୌରବ ନିମନ୍ତେ

ଏଠି: “ଗୌରବ ନିମନ୍ତେ ଏହି ସେବାକାର୍ଯ୍ୟ ଆମ୍ଭେମାନେ କରୁ”