Door43-Catalog_or_tn/2CO/08/16.md

815 B

ସମାନ ଉଦ୍‌ଯୋଗ

“ସମାନ ପ୍ରବଳ ଆଗ୍ରହରେ” କିମ୍ବା “ସମାନ ଗଭୀର ବିବେଚନା”

କାରଣ ସେ ଯେ କେବଳ ଆମ୍ଭମାନଙ୍କ ଅନୁରୋଧ ରକ୍ଷା କଲେ, ତାହା ନୁହେଁ.

ଏଠି: “ସେ ପୁନର୍ବାର ତୁମ୍ଭମାନଙ୍କୁ ସାକ୍ଷାତ କରିବା ନିମନ୍ତେ ଆମ୍ଭମାନଙ୍କ ଅନୁରୋଧ ଗ୍ରହଣ କଲେ,”

ମାତ୍ରା ସେ ନିଜେ ଅତ୍ୟନ୍ତ ଉଦ୍‌ଯୋଗୀ ହୋଇ,

ଏଠି: “ଆଉ ତୁମ୍ଭମାନଙ୍କୁ ଦେଖିବା ନିମନ୍ତେ ଅତ୍ୟନ୍ତ ଉତ୍ସୁକ ହେଉଥିଲେ|”