Door43-Catalog_or_tn/2CO/08/13.md

994 B

ଏହି କାର୍ଯ୍ୟ ନିମନ୍ତେ

ଏଠି: “ଦେବା ନିମନ୍ତେ ତୁମ୍ଭମାନଙ୍କୁ ନିବେଦନ କରୁଅଛି”

ସାମ୍ୟଭାବ ଦେଖାଯିବ|

ଏଠି: “ସାମ୍ୟଭାବରେ ନ୍ୟାୟ ବିଚାର ହେବା ଉଚିତ|”

ଯେପରି ସେମାନଙ୍କ ପ୍ରାଚୁର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଅଭାବ ପୂରଣ କରିବ,

ଏଠି: “ପରେ ଯେତେବେଳେ ତୁମ୍ଭମାନଙ୍କର ଆବଶ୍ୟକ ହୁଏ ତୁମ୍ଭମାନଙ୍କ ଅଭାବ ପୁରଣ କରିବା ନିମନ୍ତେ ସେମାନଙ୍କର ଯଥେଷ୍ଟ ହେବ,”

ଯେପରି ଲେଖାଅଛି,

“ଯେପରି ଶାସ୍ତ୍ରରେ ଲେଖାଅଛି” (ଦେଖାନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)