Door43-Catalog_or_tn/2CO/08/08.md

1.1 KiB

ଆମ୍ଭମାନଙ୍କ ପ୍ରଭୁଙ୍କ ଅନୁଗ୍ରହ

ଏଠି: “ପ୍ରେମ ଓ ପ୍ରଭୁଙ୍କ ଅନୁଗ୍ରହ ଯାହା ପାଇବାକୁ ଅଯୋଗ୍ୟ”

ସେ ଧନୀ ଥିଲେ

ଏଠି: “ସେ ଅଧିକାର କରନ୍ତି ଓ ସମସ୍ତ ବିଷୟର ଅଧିକାରୀ ଅଟନ୍ତି”

ତୁମ୍ଭମାନଙ୍କ ନିମନ୍ତେ ସେ ଦରିଦ୍ର ହେଲେ|

ଏଠି: “ତୁମ୍ଭମାନଙ୍କ ସକାଶେ ସେ ଆପଣା ସ୍ୱର୍ଗୀୟ ଗୃହ ଛାଡିଲେ ଓ ଏକ ସାଧାରଣ ମନୁଷ୍ୟ ରୂପେ ଏହି ପୃଥିବୀକୁ ଆସିବାର କାରଣ ହେଲେ,”

ତୁମ୍ଭେମାନେ ଯେପରି ତାହାଙ୍କ ଦରିଦ୍ରତା ଦ୍ୱାରା ଧନବାନ ହୁଅ|

ଏଠି: “ତାହାଙ୍କ ନମ୍ରତା ଓ ଭଗ୍ନତାର ଜୀବନ ଦ୍ୱାରା ତୁମ୍ଭେମାନେ ଧନବାନ ହୋଇଅଛ ଓ ପ୍ରଚୁର ଆଶୀର୍ବାଦ ପାଇଅଛ|”