Door43-Catalog_or_tn/2CO/08/06.md

2.8 KiB

ତୁମ୍ଭମାନଙ୍କ ସହିତ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ

ପାଉଲ ଯିରୁଶାଲମର ବିଶ୍ୱାସୀମାନଙ୍କ ନିମନ୍ତେ କରିନ୍ଥୀୟମାନଙ୍କ ଠାରୁ ଅର୍ଥ ସଂଗ୍ରହକୁ ଦର୍ଶାଉଛନ୍ତି| ଏଠି: “ପ୍ରଥମରେ ତୁମ୍ଭମାନଙ୍କ ଦାନ ନିମନ୍ତେ ଉତ୍ସାହିତ ହୋଇଅଛୁ| ”.

ତୁମ୍ଭମାନଙ୍କ ମଧ୍ୟରେ ଅନୁଗ୍ରହ କାର୍ଯ୍ୟ ଯେପରି ସମାପ୍ତ କରି ପାରନ୍ତି|

ଏଠି: “ତୁମ୍ଭମାନଙ୍କ ନିକଟକୁ ଫେରିବା ଓ ଏହି ଦାନ ରୂପ ସେବାକର୍ଯ୍ୟକୁ ସମାପ୍ତ କରିବା ନିମନ୍ତେ ଉତ୍ସାହ ଦେବାକୁ|”

ଆଉ ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉଛି

ଏଠି: “କାରଣ ଅନେକ ପ୍ରକାରେ ତୁମ୍ଭେମାନେ ଆଶା କରିବା ଠାରୁ ଉତ୍ତମ କରିଅଛ”

ବିଶ୍ୱାସରେ

ଏଠି: “ଈଶ୍ୱରଙ୍କ ପ୍ରତି ଓ ଆମ୍ଭମାନଙ୍କ ପ୍ରତି ତୁମ୍ଭମାନଙ୍କ ବିଶ୍ୱସ୍ତତା,”

ବକ୍ତାପଣରେ

ଏଠି: “ଯେଉଁ ପ୍ରକାରେ ତୁମ୍ଭେମାନେ କଥା କୁହ”

ଜ୍ଞାନରେ

ଏଠି: “ବୋଧଶକ୍ତିରେ” କିମ୍ବା “ବୁଝିବା ପାରିବା ଶକ୍ତିରେ”

ସମସ୍ତ କଠିନ ପରିଶ୍ରମରେ,

ଏଠି: “ପ୍ରବଳ ଆଗ୍ରହରେ” କିମ୍ବା “ଅକ୍ଲାନ୍ତ ପରିଶ୍ରମରେ”

ଆଉ ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ

ଏଠି: “ପୁଣି ଏହି ପ୍ରକାରେ ଆମ୍ଭମାନଙ୍କ ପ୍ରତି ତୁମ୍ଭମାନଙ୍କ ପ୍ରେମ ତୁମ୍ଭେମାନେ ସପ୍ରମାଣ କରିଅଛ”

ସେହିପରି ଏହି ଅନୁଗ୍ରହକାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କଠାରେ ପ୍ରଚୁରଭାବେ ଦେଖାଯାଉ|

ଏଠି: “ଯିରୂଶାଲମସ୍ଥ ଅଭାବଗ୍ରସ୍ତ ସାଧୁମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ ଦାନ ଦେଇ ତୁମ୍ଭେମାନେ ଭଲ କରୁଅଛ ଏହା ନିଶ୍ଚିତ ହୁଅ|”