Door43-Catalog_or_tn/2CO/08/03.md

786 B

କାରଣ ସେମାନେ ଦାନ କଲେ

ମାକିଦନିଆସ୍ଥ ମଣ୍ଡଳୀସମୂହକୁ ଦର୍ଶାଏ|

ସେମାନଙ୍କ ସ୍ୱେଚ୍ଛାରେ

“ସ୍ୱତଃପ୍ରବୃତ୍ତ ଭାବରେ”

ସାଧୁମାନଙ୍କ ସେବାରେ

ଏଠାରେ ପାଉଲ ଯିରୁଶାଲମର ବିଶ୍ୱାସୀମାନଙ୍କୁ ଦର୍ଶାଉଛନ୍ତି|

ଏଥିରେ ସେମାନେ…ଆମ୍ଭମାନଙ୍କୁ|

“ଏଥିରେ, ସେମାନେ ଆପଣା ଆପଣାକୁ ଆମ୍ଭମାନଙ୍କ ନିକଟରେ ସମର୍ପଣ କଲେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)