Door43-Catalog_or_tn/2CO/08/01.md

753 B

ଈଶ୍ଵରଙ୍କ ଅନୁଗ୍ରହ

ଈଶ୍ୱରଙ୍କ ଅନୁଗ୍ରହ ଯାହା ପାଇବା ପାଇଁ ଅଯୋଗ୍ୟ|

ସେମାନଙ୍କ ଭୀଷଣ ଦରିଦ୍ରତା…ପ୍ରଚୁରଭାବେ ଅସୀମ ବଦାନ୍ୟତା

ମାକିଦନିଆର ମଣ୍ଡଳୀସମୂହ କଷ୍ଟ ଓ ଦରିଦ୍ରତାର ପରୀକ୍ଷାରେ ପିଡ଼ିତ ହେଲେ ସୁଦ୍ଧା, ଈଶ୍ୱରଙ୍କ ଅନୁଗ୍ରହରେ, ସେମାନେ ଯିରୁଶାଲମର ବିଶ୍ୱାସୀମାନଙ୍କ ନିମନ୍ତେ ଅର୍ଥ ସଂଗ୍ରହ କରିବା ପାଇଁ ସକ୍ଷମ ହେଉଛନ୍ତି|