Door43-Catalog_or_tn/2CO/07/13.md

1.0 KiB

ଏହା ଦ୍ୱାରା ଆମ୍ଭେମାନେ ଉତ୍ସାହିତ ହୋଇଅଛୁ|

ଏଠି: “ତୁମ୍ଭମାନଙ୍କର ଏହି ସାକାରାତ୍ମକ ମନୋଭାବ ଯାହା ଈଶ୍ୱରଙ୍କ ନିମନ୍ତେ ଓ ଆମ୍ଭମାନଙ୍କ ନିମନ୍ତେ ଅଛି, ସେଥି ସକାଶେ ଆମ୍ଭେମାନେ ଉତ୍ସାହିତ ହୋଇଅଛୁ|”

ଯେଣୁ ଯଦି ତାହାଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କରିଅଛି,

“ତାହାଙ୍କ ନିକଟରେ ତୁମ୍ଭମାନଙ୍କ ସମ୍ବନ୍ଧରେ ମୁଁ ଦର୍ପ କଲି,”

ତେବେ ମୁଁ ଲଜ୍ଜିତ ହୋଇ ନାହିଁ|

ଏଠି: “ଆଉ ତୁମ୍ଭେମାନେ ମୋତେ ହତାଶ କରି ନାହଁ|”

ସତ୍ୟ ବୋଲି ଜଣାଯାଇଛି|

“ସତ୍ୟ ବୋଲି ଦେଖାଯାଇଛି|”