Door43-Catalog_or_tn/2CO/07/08.md

1.6 KiB

ଯେତେବେଳେ ମୁଁ ମୋହର ପତ୍ର ଦେଖିଲି

ଏଠି: “ଯେତେବେଳେ ମୁଁ ଜ୍ଞାତ ହେଲି ତାହା ମୋହର ପତ୍ର ବୋଲି”

କିନ୍ତୁ ଅଳ୍ପ କାଳ ନିମନ୍ତେ ସୁଦ୍ଧା ଦୁଃଖିତ ହେଲ

ଏଠି: “କିନ୍ତୁ ତୁମ୍ଭେମାନେ କେବଳ ଅଳ୍ପ କାଳ ନିମନ୍ତେ ଦୁଃଖିତ ହେଲ”

ଈଶ୍ୱରଙ୍କ ଇଚ୍ଛାନୁସାରେ ଦୁଃଖପ୍ରାପ୍ତ ହେଲ

ଈଶ୍ୱରଙ୍କ ଇଚ୍ଛାନୁସାରେ ଦୁଃଖ ଏକ ଦୁଃଖ ଅଟେ ତାହା ମନପରିବର୍ତ୍ତନ ଆଡ଼କୁ କଢାଏ|

ଈଶ୍ୱର ପରାୟଣତା ଦୁଃଖ, ତାହା ପରିତ୍ରାଣ ନିମନ୍ତେ ମନପରିବର୍ତ୍ତନ ଜନ୍ମାଏ

ଈଶ୍ୱର ପରାୟଣତା ଦୁଃଖ, ଯାହା ଆମ୍ଭମାନଙ୍କୁ ପାପ ଠାରୁ ଦୂରରେ ରହିବା ନିମନ୍ତେ କଢାଏ|

ପରିତ୍ରାଣ ସାଧନ କରିଥାଏ

ଏଠି: “ପରିତ୍ରାଣ ଆଡ଼କୁ କଢାଏ”

ସଂସାରିକ ଦୁଃଖ, ତଥାପି, ମୃତ୍ୟୁ ଜନ୍ମାଏ|

ଏଠି: “ତଥାପି, ସଂସାରିକ ଦୁଃଖରେ ମନପରିବର୍ତ୍ତନ ନାହିଁ ଓ ତାହା ଆତ୍ମିକ ମୃତ୍ୟୁ ଆଡ଼କୁ କଢାଏ|”