Door43-Catalog_or_tn/2CO/07/05.md

1.5 KiB

ଆମ୍ଭମାନଙ୍କ ଶରୀର ସୁଦ୍ଧା ବିଶ୍ରାମ ପାଇଲା ନାହିଁ

ଏଠି: “ଆମ୍ଭେମାନେ ବହୁତ କ୍ଲାନ୍ତ ହେଲୁ” କିମ୍ବା “ଆମ୍ଭେମାନେ ଅବସନ୍ନ ହେଲୁ”

ଯେଉଁ ସାନ୍ତ୍ୱନା ଦ୍ୱାରା ସେ ତୁମ୍ଭମାନଙ୍କ ବିଷୟରେ ସାନ୍ତ୍ୱନାପ୍ରାପ୍ତ ହୋଇଥିଲେ,

ଏଠି: “ତୁମ୍ଭ କରିନ୍ଥୀୟମାନଙ୍କ ଠାରୁ ସେ ଯେଉଁ ଉତ୍ସାହଜନକ ସମ୍ବାଦ ପାଇଥିଲେ”

ଯେତେବେଳେ ସେ ତୁମ୍ଭମାନଙ୍କ ଆଗ୍ରହ, ତୁମ୍ଭମାନଙ୍କ ବିଳାପ, ମୋ' ସପକ୍ଷରେ ତୁମ୍ଭମାନଙ୍କ ଉଦ୍‍‌ଯୋଗ ବିଷୟ ଆମ୍ଭମାନଙ୍କୁ ଜଣାଇଲେ;

ଏଠି: “ସେ, ମୋ' ପ୍ରତି ତୁମ୍ଭମାନଙ୍କ ପ୍ରେମ, ଘଟିଥିବା ବିଷୟରେ ତୁମ୍ଭମାନଙ୍କ ବିଳାପ, ଏବଂ ମୋହର ମଙ୍ଗଳ ସକାଶେ ତୁମ୍ଭମାନଙ୍କ ଉଦ୍‍‌ଯୋଗ ବିଷୟ ଆମ୍ଭମାନଙ୍କୁ ଜଣାଇଲେ|”

ସେଥିରେ ମୁଁ ଆହୁରି ଅଧିକ ଆନନ୍ଦିତ ହେଲି|

ଏଠି: “ମୁଁ ଆନନ୍ଦରେ ପରିପୂର୍ଣ୍ଣ ହେଲି|”