Door43-Catalog_or_tn/2CO/07/02.md

1.2 KiB

ଆମ୍ଭମାନଙ୍କୁ ସ୍ଥାନ ଦିଅ

“ଦୟାକରି ତୁମ୍ଭମାନଙ୍କ ଜୀବନରେ ଆମ୍ଭମାନଙ୍କୁ ସ୍ଥାନ ଦିଅ” (ଦେଖନ୍ତୁ: ଉଦାହରଣ)

ମୁଁ ଏହା କହୁ ନାହିଁ

ଏଠି: “ମୁଁ ତୁମ୍ଭମାନଙ୍କୁ ତିରସ୍କାର କରୁ ନାହିଁ”

ତୁମ୍ଭେମାନେ ଆମ୍ଭମାନଙ୍କ ହୃଦୟରେ ଏପରି ସ୍ଥାନ ପାଇଅଛ ଯେ, ମଲେ ଆମ୍ଭେମାନେ ଏକତ୍ର ମରିବା, ପୁଣି ବଞ୍ଚିଲେ ଏକତ୍ର ବଞ୍ଚିବା|

ଏଠି: “ଆମ୍ଭେମାନେ ତୁମ୍ଭମାନଙ୍କୁ ଏପରି ପ୍ରେମ କରୁ ଯେ, ତୁମ୍ଭମାନଙ୍କ ସହିତ ଆମ୍ଭେମାନେ ବଞ୍ଚିବୁ ଅବା ମରିବୁ|” (ଦେଖନ୍ତୁ:ରୁଢ଼୍ୟୋକ୍ତି)

ଏପରିକି ଆମ୍ଭମାନଙ୍କ ସମସ୍ତ କ୍ଲେଶରେ

ଏଠି: “ଆମ୍ଭମାନଙ୍କ ସମସ୍ତ କଷ୍ଟ ସତ୍ୱେ”