Door43-Catalog_or_tn/2CO/06/14.md

2.2 KiB

ଏକତ୍ର ବନ୍ଧାହେବା

“ଦଳବଦ୍ଧ ହେବା” କିମ୍ବା “ଏକ ଘନିଷ୍ଠ ସମ୍ପର୍କ ହେବା” (ଦେଖନ୍ତୁ: ରୁଢ଼୍ୟୋକ୍ତି)

ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ?

ବିଶ୍ୱାସୀମାନେ ଅବିଶ୍ୱାସୀମାନଙ୍କ ସଦୃଶ ସମାନ ମୁଲ୍ୟ ନୁହଁନ୍ତି| ଏଠି: “ଏକ ଅବିଶ୍ୱାସୀ ସହିତ ଏକ ବିଶ୍ୱାସୀର କଅଣ ମୁଲ୍ୟର ଅଂଶୀଦାର ହେବ?”

ଅନ୍ଧକାର ସହିତ ଆଲୋକର କି ସହଭାଗିତା?

ଆଲୋକ ଅନ୍ଧକାର ସହିତ ରହି ପାରେ ନାହିଁ| ଯେତେବେଳେ ଆଲୋକ ଉପସ୍ଥିତ ହୁଏ, ଅନ୍ଧକାର ପଳାୟନ କରେ|

ଦୁଷ୍ଟାତ୍ମା ବିଲିୟାର ସହିତ

“ବିଲିୟାର”ଦୁଷ୍ଟାତ୍ମାର ଅନ୍ୟ ନାମ ଅଟେ|

କିମ୍ବା ଅବିଶ୍ୱାସୀ ସହିତ ବିଶ୍ୱାସୀର କି ଅଂଶ

ବିଶ୍ୱାସୀମାନେ ଓ ଅବିଶ୍ୱାସୀମାନେ ପରସ୍ପର ସମ୍ପୁର୍ଣ୍ଣ ଭିନ୍ନ ମୂଲ୍ୟର ଜୀବନଯାପନ କରନ୍ତି ଓ ସେହି ମୂଲ୍ୟ ପରସ୍ପର ବିରୋଧି ଅଟେ|

ଆମ୍ଭେମାନେ ଜୀବିତ ଈଶ୍ୱରଙ୍କ ମନ୍ଦିର ଅଟୁ

ପାଉଲ ଦର୍ଶାନ୍ତି ଯେ,ଈଶ୍ୱର ଯେପରି ସେମାନଙ୍କଠାରେ ବାସ କରିବେ ସେଥିପାଇଁ ସେ ଖ୍ରୀଷ୍ଟିୟାନ୍ ମାନଙ୍କ ଏକ ମନ୍ଦିର ରୂପେ ଗଠନ କରୁଅଛନ୍ତି | ଏଠି: “ଆମ୍ଭମାନଙ୍କ ଠାରେ ଈଶ୍ୱରଙ୍କ ପବିତ୍ର ଆତ୍ମା ଅଛନ୍ତି, ଯେ ଆମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି|” (ଦେଖନ୍ତୁ: ଉଦାହରଣ)