Door43-Catalog_or_tn/2CO/06/11.md

1.5 KiB

ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ସତ୍ୟ କହିଅଛୁ

“ତୁମ୍ଭମାନଙ୍କୁ ଅକପଟତାରେ କହିଅଛୁ”

ଆମ୍ଭମାନଙ୍କ ହୃଦୟ ପ୍ରଶସ୍ତ ହୋଇଅଛି

ଏଠି: “ସ୍ୱେଚ୍ଛାରେ ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରେମ କରୁ” (ଦେଖାନ୍ତୁ: ରୁଢ଼୍ୟୋକ୍ତି)

ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମ ଉଣାନୁହେଁ

ଏଠି: “ଆମ୍ଭମାନଙ୍କ ଦ୍ୱାରା ପ୍ରେମରେ କୌଣସି ଊଣା ହୋଇ ନାହିଁ ”

ତୁମ୍ଭମାନଙ୍କ ପ୍ରେମ ଊଣା ହୋଇଅଛି

ଏଠି: “ତୁମ୍ଭେମାନେ କୌଣସି କାରଣରୁ ଆମ୍ଭମାନଙ୍କୁ ପ୍ରେମ କରୁ ନାହଁ”

ଅନୁରୂପ ପ୍ରତିଦାନ ନିମନ୍ତେ—ନିଜର ସନ୍ତାନମାନଙ୍କୁ କହିବା ପରି ମୁଁ କହୁଅଛି—ତୁମ୍ଭେମାନେ ମଧ୍ୟ ପ୍ରଶସ୍ତମନା ହୁଅ

ଏଠି: “ ଶିଶୁର ସରଳ ଶବ୍ଦରେ କଥା କହେ, ଏହା ଉପଯୁକ୍ତ ହେବ, ଯଦି ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କୁ ପ୍ରେମ କର|”