Door43-Catalog_or_tn/2CO/06/08.md

1.5 KiB

ଆମ୍ଭେମାନେ କାର୍ଯ୍ୟ କରୁ

“ଆମ୍ଭେମାନେ” ପାଉଲ ଓ ତିମଥୀଙ୍କୁ ଦର୍ଶାଏ|

ଆଦର ଓ ଅନାଦର ଦ୍ୱାରା

ଏଗୁଡିକ, ପାଉଲଙ୍କ ସେବାକାର୍ଯ୍ୟକୁ ଲୋକେ କିପରି ଦେଖନ୍ତି ତାହାର ଚରମ ମାତ୍ରା ଅଟେ| (ଦେଖନ୍ତୁ: ମେରୀତତ୍ୱ)

ଅଖ୍ୟାତି ଓ ସୁଖ୍ୟାତି ଦ୍ୱାରା

ଏଗୁଡିକ, ପାଉଲଙ୍କ ସେବାକାର୍ଯ୍ୟକୁ ଲୋକେ କିପରି କହନ୍ତି ତାହାର ଚରମ ମାତ୍ରା ଅଟେ| (ଦେଖନ୍ତୁ: ମେରୀତତ୍ୱ)

ମୃତକଳ୍ପ ତୁଲ୍ୟ ଅଥଚ —ଦେଖ!— ଜୀବିତ

ଏଠି: “ମୃତକଳ୍ପ ତୁଲ୍ୟ ଅଥଚ ଜୀବିତ, ଯେପରି ତୁମ୍ଭେମାନେ ଦେଖ”

କିନ୍ତୁ ସର୍ବଦା ଆନନ୍ଦିତ;

ଏଠି: “କିନ୍ତୁ ଯୀଶୁ ଖ୍ରୀଷ୍ଟ ବିଷୟକ ଶୁଭ ସମ୍ବାଦ କାରଣରୁ ସର୍ବଦା ଆନନ୍ଦକର”

ଅକିଞ୍ଚନ ତୁଲ୍ୟ, ଅଥଚ ସର୍ବାଧିକାରୀ

ଏଠି:“ଅକିଞ୍ଚନ ତୁଲ୍ୟ, ଅଥଚ ଆମ୍ଭେମାନେ ଈଶ୍ୱରଙ୍କ ସମସ୍ତ ଧନର ଅଧିକାରୀ|”