Door43-Catalog_or_tn/2CO/06/04.md

1.3 KiB

ଆମ୍ଭେମାନେ

ପାଉଲ ନିଜକୁ ଓ ତିମଥୀଙ୍କୁ ଦର୍ଶାଉଛନ୍ତି| (ଦେଖନ୍ତୁ: ସୀମା ବହିର୍ଭୁକ୍ତ)

ଏହି ସମସ୍ତ ଆଚରଣରେ ଆମ୍ଭେମାନେ ଇଶ୍ୱରଙ୍କ ସେବକ ସଦୃଶ ଆପଣା ଆପଣାକୁ ଯୋଗ୍ୟ ବୋଲି ପ୍ରକାଶ କରୁଅଛୁ

ଏଠି: “ଯେଉଁ ପ୍ରକାରେ ଆମ୍ଭେମାନେ ଜୀବନଯାପନ କରୁ ଓ କଥା କହୁ, ତଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ସେବକ ବୋଲି ପ୍ରମାଣ କରୁ”

ସତ୍ୟ ବାକ୍ୟରେ

“ସତ୍ୟ ବାକ୍ୟକୁ ବିଶ୍ଵସ୍ତତା ସହିତ ପ୍ରଚାର କରିବା”

ଦକ୍ଷିଣ ହସ୍ତ ଓ ବାମ ହସ୍ତରେ ଧାର୍ମିକତାର ଅସ୍ତ୍ରଶସ୍ତ୍ର

ପାଉଲ ଦର୍ଶାନ୍ତି ଯେ, ସମସ୍ତ ପରିସ୍ଥିତି ନିମନ୍ତେ ଆତ୍ମିକ ଶକ୍ତିରେ ଈଶ୍ୱରଙ୍କ ଦ୍ୱାରା ସୁସଜ୍ଜିତ ହେବା| (ଦେଖନ୍ତୁ: ଉଦାହରଣ)