Door43-Catalog_or_tn/2CO/05/18.md

1.3 KiB

ଯିଏ ଆମ୍ଭମାନଙ୍କୁ ସମ୍ମିଳିତ କରିଅଛନ୍ତି

“ଯିଏ ଆମ୍ଭମାନଙ୍କୁ ଫେରାଇ ଆଣିଲେ”|

ସମ୍ମିଳନର ସେବକପଦ

ଖ୍ରୀଷ୍ଟଙ୍କ ସହିତ ସହଭାଗିତା ନିମନ୍ତେ ଫେରିବା ପାଇଁ ଲୋକମାନଙ୍କୁ ଫେରାଇ ଆଣିଲେ|

ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଛନ୍ତି

କୃଶ ଉପରେ ଖ୍ରୀଷ୍ଟଙ୍କ ମୃତ୍ୟୁ ଦ୍ୱାରା, ଈଶ୍ୱର ଆପଣା ନିକଟକୁ ଲୋକମାନଙ୍କୁ କଢ଼ାଇ ଆଣନ୍ତି|

ସେହି ସମ୍ମିଳନର ବାକ୍ୟ ଆମ୍ଭମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି

ଈଶ୍ୱର ପାଉଲଙ୍କୁ ଦାୟୀତ୍ୱ ଦେଇଅଛନ୍ତି ଈଶ୍ୱରଙ୍କ ବାର୍ତ୍ତାକୁ ପ୍ରଚାର କରି ଈଶ୍ୱରଙ୍କ ସହିତ ଲୋକମାନଙ୍କ ସମ୍ପର୍କକୁ ପୁନଃସ୍ଥାପିତ କରିବାକୁ ଖୋଜି ହେବା|