Door43-Catalog_or_tn/2CO/05/13.md

1.2 KiB

ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ବାଧ୍ୟକରେ

“ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭମାନଙ୍କୁ ପ୍ରେରଣା ଦିଏ ”

ଆଉ ଯାହା ଫଳରେ ଆମ୍ଭେମାନେ ସମସ୍ତେ ମୃତ ହୋଇଅଛୁ

ଆମ୍ଭେମାନେ ସମସ୍ତେ ମୃତ ବୋଲି ଗଣିତ ହୋଇଅଛୁ|

ଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ

ଖ୍ରୀଷ୍ଟ ପ୍ରତ୍ୟେକଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ|

ସେମାନଙ୍କ ନିମନ୍ତେ

ସେମାନଙ୍କ ଆପଣା ପାପପୂର୍ଣ୍ଣ ଆନନ୍ଦ ନିମନ୍ତେ|

ବରଂ ତାହାଙ୍କ ନିମନ୍ତେ ଯେ ମୃତ୍ୟୁଭୋଗ କଲେ ଓ ଉତ୍‍ଥିତ ହେଲେ

“ବରଂ ଆମ୍ଭେମାନେ ତାହାଙ୍କ ନିମନ୍ତେ ଜୀବନଯାପନ କରିବା ଯେ ମୃତ୍ୟୁଭୋଗ କଲେ ଓ ପୁନରୁତ୍‍ଥିତ ହେଲେ”