Door43-Catalog_or_tn/2CO/05/11.md

829 B

ପ୍ରଭୁ ବିଷୟକ ଭୟ ଜ୍ଞାତ ହେବା

ଏଠି: “ ଏହା ଜ୍ଞାତ ଅଟୁ ଯେ, ଈଶ୍ୱର ପାପକୁ ଘୃଣା କରନ୍ତି ଓ ଏଥି ପାଇଁ ଆମ୍ଭମାନଙ୍କର ବିଚାର କରିବେ”

ତୁମ୍ଭମାନଙ୍କ ବିବେକ ମଧ୍ୟ ସ୍ପଷ୍ଟ ଅଟେ

ଏଠି: “ତୁମ୍ଭେମାନେ ମଧ୍ୟ ଯେ ଏହା ଜାଣ”

ଆମ୍ଭେମାନେ କରୁନାହୁଁ…

ପାଉଲ ଆପଣା ସେବାକାର୍ଯ୍ୟ ଦଳକୁ ଦର୍ଶାଉଛନ୍ତି, କରିନ୍ଥୀୟ ବିଶ୍ୱାସୀମାନେ ବହିର୍ଭୁକ୍ତ ଅଟନ୍ତି| (ଦେଖନ୍ତୁ: ସୀମା ବହିର୍ଭୁକ୍ତ)