Door43-Catalog_or_tn/2CO/05/09.md

919 B

ନିବାସୀ ହେଉ ବା ପ୍ରବାସୀ ହେଉ

ଏଠି: “ଆମ୍ଭମାନଙ୍କ ପାର୍ଥିବ ଶରୀର ପୃଥିବୀରେ ହେଉ ବା ସ୍ୱର୍ଗରେ ହେଉ”

ଖ୍ରୀଷ୍ଟଙ୍କ ବିଚାରାସନ ସମ୍ମୁଖରେ,

“ଖ୍ରୀଷ୍ଟଙ୍କ ସମ୍ମୁଖରେ ବିଚାରିତ ହେବାକୁ,”

ଯାହା ପ୍ରାପ୍ୟ ପାଇବାକୁ

ଏଠି: “ପୁରଷ୍କାର ବା ଫଳ ପାଇବାକୁ”

ଶରୀରରେ କୃତ କର୍ମାନୁସାରେ

ଏଠି: “ଏହି ପାର୍ଥିବ ଶରୀରରେ ଥିବା ସମୟରେ ଯାହା ସେ କରିଅଛି”

ଭଲ ହେଉ ବା ମନ୍ଦ ହେଉ

“ସେମାନେ ଭଲ ହେଉନ୍ତୁ ବା ମନ୍ଦ ହେଉନ୍ତୁ”