Door43-Catalog_or_tn/2CO/05/06.md

869 B

ଆମ୍ଭେମାନେ ଏହି ଶରୀରରେ ଯେପର୍ଯ୍ୟନ୍ତ ନିବାସ କରୁଅଛୁ

ଏଠି: “ଆମ୍ଭେମାନେ ଏହି ପାର୍ଥିବ ଶରୀରରେ ଯେପର୍ଯ୍ୟନ୍ତ ବସବାସ କରୁଅଛୁ”

ଆମ୍ଭେମାନେ ପ୍ରଭୁଙ୍କଠାରୁ ଦୂରରେ ପ୍ରବାସ କରୁଅଛୁ

ଏଠି: “ଆମ୍ଭେମାନେ ପ୍ରଭୁଙ୍କ ସହିତ ନିବାସ କରୁନାହୁଁ” କିମ୍ବା “ଆମ୍ଭେମାନେ ପ୍ରଭୁଙ୍କ ସହିତ ସ୍ୱର୍ଗରେ ନାହୁଁ”

ପ୍ରଭୁଙ୍କ ନିକଟରେ ନିବାସ କରିବ|

ଏଠି: “ପ୍ରଭୁଙ୍କ ନିକଟରେ ସ୍ୱର୍ଗରେ ବାସ କରିବା|”