Door43-Catalog_or_tn/2CO/05/01.md

1.6 KiB
Raw Permalink Blame History

ପାର୍ଥିବ ଗୃହ

ଆମ୍ଭମାନଙ୍କ ଭୌତିକ ଶରୀର| (ଦେଖନ୍ତୁ ରୂଢ଼୍ୟୋକ୍ତି)

ଯେଉଁଠାରେ ଆମ୍ଭେମାନେ ବାସ କରୁ ତାହା କ୍ଷୟପାଏ

ଯେତେବେଳେ ଆମ୍ଭମାନଙ୍କ ଭୌତିକ ଶରୀର କ୍ଷୟପାଏ|

ଈଶ୍ୱରକୃତ ଅହସ୍ତନିର୍ମିତ ଆମ୍ଭମାନଙ୍କର ଏକ ଅନନ୍ତକାଳସ୍ଥାୟୀ ଗୃହ ଯେ ସ୍ୱର୍ଗରେ ଅଛି|

ରହିବା ନିମନ୍ତେ ଈଶ୍ୱର ଆମ୍ଭମାନଙ୍କୁ ଏକ ନୂତନ ଅନନ୍ତକାଳସ୍ଥାୟୀ ଶରୀର ଦେବେ| (ଦେଖନ୍ତୁ ରୂଢ଼୍ୟୋକ୍ତି)

ଏହି ତମ୍ବୁରୂପ ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ

ଏଠି: “ଏହି ପାର୍ଥିବ ଶରୀରରେ ଥାଉ ଥାଉ ଆମ୍ଭେମାନେ ସଂଘର୍ଷ କରୁଅଛୁ”

କାରଣ ଏହିପରି ପରିହିତ ହେଲେ ଆମ୍ଭେମାନେ ଉଲଙ୍ଗ ଦେଖାଯିବା ନାହିଁ|

ସମ୍ଭାବ୍ୟ ଉତ୍ତରଗୁଡ଼ିକ ହେଲା ୧) ଆମ୍ଭେମାନେ ଈଶ୍ୱରଙ୍କ ଧାର୍ମିକତା ରୂପ ବସ୍ତ୍ର ପରିହିତ ହେବା କିମ୍ବା ) ଈଶ୍ୱର ନୂତନ ଶରୀର ଦେବେ ଓ ଆମ୍ଭମାନଙ୍କ ନିମନ୍ତେ ବସ୍ତ୍ର ଦେବେ|