Door43-Catalog_or_tn/2CO/04/13.md

1.8 KiB

ପାଉଲ ଓ ତିମଥି କରିନ୍ଥୀସ୍ଥ ମଣ୍ଡଳୀର ଲୋକମାନଙ୍କୁ ଲେଖିବା ନିମନ୍ତେ ଜାରି ରଖନ୍ତି|

ଆମ୍ଭେମାନେ ସେହି ସମାନ ପାଇଅଛୁ

ଏହି ଶବ୍ଦ “ଆମ୍ଭେମାନେ” ପାଉଲ, ତିମଥି ଓ କରିନ୍ଥୀସ୍ଥ ମଣ୍ଡଳୀକୁ ଦର୍ଶାଏ|

ସେହି ବିଶ୍ଵାସଜନକ ଆତ୍ମା

“ସେହି ବିଶ୍ଵାସଜନକ ମନୋଭାବ|” ଏହି ଶବ୍ଦ “ଆତ୍ମା” ଦର୍ଶାଏ ଯେ କିପରି ଏକ ବ୍ୟକ୍ତି ଚିନ୍ତା କରେ ଓ ନିର୍ଣ୍ଣୟ କରେ| ପାଉଲ ଓ ତିମଥି କହୁଛନ୍ତି ଯେ, ଈଶ୍ଵରଙ୍କୁ ବିଶ୍ଵାସ କରିବାରେ ସେମାନଙ୍କ ମନୋଭାବ କରିନ୍ଥୀୟମାନଙ୍କ ସଦୃଶ ସମାନ ଅଟେ|

ମୁଁ ବିଶ୍ଵାସ କଲି, ଏଣୁ କଥା କହିଲି

ଏହା ରାଜା ଦାଉଦଙ୍କ ଉଲ୍ଲେଖ ଅଟେ|

ଆମ୍ଭମାନଙ୍କୁ ତୁମ୍ଭମାନଙ୍କ ସହିତ ଉପସ୍ଥିତ କରିବେ

ଏହି ଶବ୍ଦ “ଆମ୍ଭମାନଙ୍କୁ” କରିନ୍ଥୀୟମାନେ ବହିର୍ଭୁକ୍ତ ଅଟନ୍ତି| (ଦେଖନ୍ତୁ: ସିମା ବହିର୍ଭୁକ୍ତ)

ବହୁଳ ଧନ୍ୟବାଦର କାରଣ ହୁଏ

ମଙ୍ଗଳମୟ ପରମେଶ୍ଵର ଯାହା କରିଅଛନ୍ତି ତାହା ବୁଝିବା ଓ ତାହା ନିମନ୍ତେ ତାହାଙ୍କୁ ଧନ୍ୟବାଦ ଦେବା|