Door43-Catalog_or_tn/2CO/04/11.md

2.7 KiB

ଆମ୍ଭେମାନେ ଯେଉଁମାନେ ଜୀବିତ ଅଟୁ

ପାଉଲ ପ୍ରତ୍ୟେକଙ୍କୁ ଦର୍ଶାଉଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସୀ ଓ ଖ୍ରୀଷ୍ଟଙ୍କୁ ପ୍ରଚାର କରିଅଛନ୍ତି ଏବଂ ଏପର୍ଯ୍ୟନ୍ତ ମୃତ୍ୟୁ ମୁଖରେ ଯାଇନାହାନ୍ତି|

ସମର୍ପିତ ହେଉଅଛୁ

“ବିପଦରେ”

ଯୀଶୁଙ୍କ ଜୀବନ ଯେପରି ପ୍ରକାଶିତ ହୁଏ

ଏହି ବାକ୍ୟାଂଶ ଯୀଶୁଙ୍କ ଅବିରତ ଜୀବନକୁ ଦର୍ଶାଏ ଓ ଏବ୍ରୀ ର ଲେଖକ ତାହାକୁ କଅଣ ଅର୍ଥ କରନ୍ତି ଏବଂ ସମସ୍ତ ବିଶ୍ୱାସୀ, ଯୀଶୁ ଯେ ପ୍ରଭୁ ଏହା ସେମାନେ ବିଶ୍ୱାସ କରିବା କାରଣରୁ ଯେଉଁମାନେ ମୃତ୍ୟୁର ବିପଦରେ ଅଛନ୍ତି| ଏଠି: “ଆମ୍ଭମାନଙ୍କ ବିଶ୍ୱାସ ଯେ, ଯୀଶୁ ମୃତମାନଙ୍କ ମଧ୍ୟରୁ ଆପଣାକୁ ପୁନରୁତଥିତ କଲେ ଓ ଆମ୍ଭମାନଙ୍କୁ ଅନନ୍ତଜୀବନ ଦେବା ନିମନ୍ତେ ମଧ୍ୟ ପ୍ରତିଜ୍ଞା କଲେ ତାହା ପ୍ରମାଣିତ ହୋଇପାରେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ଆମ୍ଭମାନଙ୍କ ମର୍ତ୍ତ୍ୟ ଶରୀର

ଯେପରି ଉପଲକ୍ଷଣ)

ମୃତ୍ୟୁ ଆମ୍ଭମାନଙ୍କଠାରେ କାର୍ଯ୍ୟସାଧନ କରୁଅଛି

ପାଉଲ ମୃତ୍ୟୁକୁ ଦର୍ଶାନ୍ତି ଯେପରି ଏହା କାର୍ଯ୍ୟ କରେ| ଏହା କୁହାଯାଏ ଯେ, ଲୋକଙ୍କୁ ମୃତ୍ୟୁର ଭୟ ଦେଖାଇଲେ ଅନ୍ୟମାନଙ୍କ ଉପରେ ଏକ ସାକାରାତ୍ମକ ପ୍ରଭାବ ହୋଇପାରେ| (ଦେଖନ୍ତୁ: ବ୍ୟକ୍ତିତ୍ଵଆରୋପ)

ଜୀବନ ତୁମ୍ଭମାନଙ୍କଠାରେ କାର୍ଯ୍ୟସାଧନ କରୁଅଛି

ପାଉଲ ଜୀବନକୁ ଦର୍ଶାନ୍ତି ଯେପରି ଏହା କାର୍ଯ୍ୟ କରେ| ଏହା କୁହାଯାଏ ଯେ, ଅନନ୍ତ ଜୀବନର ଜ୍ଞାନ ଯିହୁଦୀ ବିଶ୍ୱାସୀମାନଙ୍କ ଜୀବନରେ ଏକ ସାକାରାତ୍ମକ ପ୍ରଭାବ ପକାଏ| (ଦେଖନ୍ତୁ: ବ୍ୟକ୍ତିତ୍ଵଆରୋପ)