Door43-Catalog_or_tn/2CO/04/05.md

2.3 KiB

ମାତ୍ର ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ଏବଂ ଆମ୍ଭେମାନେ ଯେ ତୁମ୍ଭମାନଙ୍କ ସେବକ

ଏହା ଏବ୍ରୀୟ ଲେଖକ ଯାହା ଦାବି କରୁଛନ୍ତି ତାହା ଦର୍ଶାଏ| ଏଠି: “ମାତ୍ର ଆମ୍ଭେମାନେ ଦାବି କରୁ ଖ୍ରୀଷ୍ଟ ଯୀଶୁ ଯେ ପ୍ରଭୁ, ଏବଂ ଆମ୍ଭେମାନେ ଦାବି କରୁ ତୁମ୍ଭମାନଙ୍କ ଲାଭ ନିମନ୍ତେ ଯେ ଆମ୍ଭେମାନେ କାର୍ଯ୍ୟ କରୁ” (ଦେଖନ୍ତୁ: ଶବ୍ଦର ବିଲୋପ)

ଯୀଶୁଙ୍କ ସକାଶେ

ଏଠି: “ଯୀଶୁଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ”

ଅନ୍ଧକାରରୁ ଦୀପ୍ତି ପ୍ରକାଶ ପାଇବ

ଦୀପ୍ତି, ବୁଝିବା ଶକ୍ତିକୁ ଦର୍ଶାଇବା ନିମନ୍ତେ ବ୍ୟବହାର କାରାଯାଇଛି| ଏଠି: “ଲୋକେ ବୁଝିବେ ଯେ, କିଏ ବୁଝି ପାରୁ ନାହିଁ” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ସେ ପ୍ରକାଶିତ ହୋଇଅଛନ୍ତି

ଏହି ବାକ୍ୟ “ପ୍ରକାଶିତ” ର ଅର୍ଥ ଆଲୋକ ସୃଷ୍ଟି କରିବା ଓ ଈଶ୍ଵରଙ୍କ ସୃଷ୍ଟି କରିବାର ବୁଦ୍ଧିକୁ ଦର୍ଶାଏ| ଏହି ଶବ୍ଦ “ହୃଦୟ” ଏକ ସ୍ଥାନକୁ ଦର୍ଶାଏ ଯେଉଁଠାରେ ଏକ ବ୍ୟକ୍ତି ବୁଝେ ଯେ ସେ ଯାହା ବିଶ୍ଵାସ କରୁଅଛି ତାହା ସତ୍ୟ | ଏଠି: “ତାହାକୁ ବୁଝିବା ଶକ୍ତି ଦିଆଯାଇଛି” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଆମ୍ଭମାନଙ୍କ ହୃଦୟରେ ଏହି ଶବ୍ଦ “ହୃଦୟ” ଏକ ସ୍ଥାନକୁ ଦର୍ଶାଏ ଯେଉଁଠାରେ ଏକ ବ୍ୟକ୍ତି ବୁଝେ ଯେ ସେମାନେ ଯାହା ବିଶ୍ଵାସ କରୁଅଛନ୍ତି ତାହା ସତ୍ୟ ହେବ| ଏଠି: “ଆମ୍ଭମାନଙ୍କୁ” (ଦେଖନ୍ତୁ: ଉପଲକ୍ଷଣ)