Door43-Catalog_or_tn/2CO/04/03.md

1.9 KiB

ଆମ୍ଭମାନଙ୍କ ସୁସମାଚାର ଆଚ୍ଛାଦୀତ ଥାଏ, ଏହା କେବଳ ସେମାନଙ୍କ ନିମନ୍ତେ ଆଚ୍ଛାଦୀତ ଥାଏ

ଏହି ଶବ୍ଦ “ଆଚ୍ଛାଦୀତ” ଅବୁଝା ବିଷୟକୁ ଦର୍ଶାଏ| ଯଦି କିଛି ଆଚ୍ଛାଦୀତ ଥାଏ ଏହା ଦେଖାଯାଇପାରେ ନାହିଁ| ବୁଝିହେଉ ନାହିଁକୁ ଦର୍ଶାଇବା ନିମନ୍ତେ ଦେଖାଯାଉ ନାହିଁକୁ ବ୍ୟବହାର କରାଯାଇଛି| (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଜଗତପତି

ଏହି ବାକ୍ୟାଂଶ ଶୟତାନକୁ ଦର୍ଶାଏ| ଇଂରାଜୀ ଅନୁବାଦଗୁଡ଼ିକରେ ଭଣ୍ଡ ଇଶ୍ଵରକୁ ଛୋଟ “ଜି” ବ୍ୟବହାର କରାଯାଏ ଏବଂ ପରମେଶ୍ଵରଙ୍କ ନିମନ୍ତେ ଲେଖାଯାଏ ବଡ଼ “ଜି” ଯେତେବେଳେ ଏହା ଏକମାତ୍ର ସତ୍ୟ ଈଶ୍ଵରଙ୍କୁ ଦର୍ଶାଏ| ଅନ୍ୟ ଭାଷାଗୁଡ଼ିକରେ ଏହା କରିବା ନିମନ୍ତେ ହୋଇପାରେ ଏହିପରି ଚୟନ କରାଯାଏ| ଅନ୍ୟ ପ୍ରକାରେ ସେମାନଙ୍କୁ ପ୍ରଭେଦ କରିବା ନିମନ୍ତେ ହୋଇପାରେ ଦୁଇ ବିଭିନ୍ନ ପ୍ରକାରେ ବ୍ୟବହାର କରାଯାଏ “ଇଶ୍ଵର” ଏବଂ “ଦେବ.”|

ଅନ୍ଧ କରିଅଛି

ଏଠି: “ପ୍ରତିରୋଧିତ ଭାବନା ଶକ୍ତି” (ଦେଖନ୍ତୁ: ରୂଢ଼୍ୟୋକ୍ତି)

ଆଲୋକ

ଏହି ଶବ୍ଦ “ଆଲୋକ” ସତ୍ୟକୁ ଦର୍ଶାଏ| (ଦେଖନ୍ତୁ: ରୂଢ଼୍ୟୋକ୍ତି)