Door43-Catalog_or_tn/2CO/03/17.md

1.5 KiB

ଅନାଚ୍ଛାଦିତ ମୁଖରେ, ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ

ଏହି ବାକ୍ୟାଂଶ ଉଭୟେ, ଈଶ୍ୱରଙ୍କ ବାର୍ତ୍ତା ବୁଝିବା ନିମନ୍ତେ ଯୋଗ୍ୟତାକୁ ଦର୍ଶାଏ| (ଦେଖନ୍ତୁ: ସମାନ୍ତରତା)

ଅନାଚ୍ଛାଦିତ ମୁଖରେ, ପ୍ରଭୁଙ୍କ ଗୌରବ ଦେଖୁ ଦେଖୁ

ଏକ ବ୍ୟକ୍ତିର ମୁଖ ଅନାଛାଦିତ ହେଲେ ସେମାନେ ସ୍ପଷ୍ଟରୂପେ ଦେଖିପାରନ୍ତି ଓ ବୁଝିବା ନିମନ୍ତେ ଯୋଗ୍ୟ ହେବା ମଧ୍ୟ ଦର୍ଶାଏ| ଏହି ଶବ୍ଦ “ଦେଖୁ ଦେଖୁ” କିଛି ବିଷୟ ବୁଝିବାର ଯୋଗ୍ୟତାକୁ ଦର୍ଶାଏ| (ଦେଖନ୍ତୁ: ଉଦାହରଣ)

ସେହି ସମାନ ଗୌରବଯୁକ୍ତ ସଦୃଶ

କିଛି ବିଷୟ ଯାହା ପ୍ରଭୁଙ୍କ ସଦୃଶ ସମାନ ଗୌରବ ଅଛି କିମ୍ବା କିଛି ବିଷୟ ଯାହା ଈଶ୍ୱରଙ୍କ ଗୌରବକୁ ପ୍ରକାଶ କରେ|

ଗୌରବଯୁକ୍ତ ଅବସ୍ଥାରୁ ଅଧିକ ଗୌରବଯୁକ୍ତ ଅବସ୍ଥା

“ଏକ ପରିମାଣର ଗୌରବ ଠାରୁ ଅନ୍ୟ ଏକ ପରିମାଣର ଗୌରବକୁ”