Door43-Catalog_or_tn/2CO/03/14.md

1.8 KiB

ସେମାନଙ୍କର

“ଇସ୍ରାଏଲୀୟଙ୍କର”’

ସେହି ଆବରଣ

ଯେପରି ଏକ ଆବରଣ ଜଣଙ୍କ ମୁଖକୁ ଆଚ୍ଛାଦୀତ କରେ, ସେହିପରି ପାଉଲ ଆତ୍ମିକ ଆବରଣକୁ କହନ୍ତି ଯାହା ଈଶ୍ୱରଙ୍କ ବାର୍ତ୍ତାକୁ ବୁଝିବା ନିମନ୍ତେ ଯିହୁଦୀମାନଙ୍କର ଥାଏ| (ଦେଖନ୍ତୁ: ଉଦାହରଣ)

ମୋଶା ପାଠ କରିବା ସମୟରେ

ଏହା ମୋଶାଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକକୁ ଦର୍ଶାଏ| ଏଠି: “ମୋଶାଙ୍କ ଲିଖିତ ପୁସ୍ତକ ପାଠ କରାଯିବା ସମୟରେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)

ପ୍ରଭୁଙ୍କ ପ୍ରତି ଫେରିଲେ

ଏହି ଶବ୍ଦ “ଫେରିଲେ” ମନୋଭାବର ପରିବର୍ତ୍ତନକୁ ଦର୍ଶାଏ| ଏଠି: “ଆପଣା ଠାରେ ଭରୋସା ନ ରଖି ପରିବର୍ତ୍ତିତ ହୋଇ ଇଶ୍ଵରଙ୍କ ଠାରେ ଭରୋସା ରଖିବା”

ସେହି ଆବରଣ ଅପସାରିତ ହୁଏ

ଏହି ଶବ୍ଦ “ଆବରଣ” ଈଶ୍ୱରଙ୍କ ବାର୍ତ୍ତା ବୁଝିବା ନିମନ୍ତେ ସେମାନଙ୍କ ଅଯୋଗ୍ୟତାକୁ ଦର୍ଶାଏ| ଅପସାରିତ ହୁଏର ଅର୍ଥ, ବୁଝିବା ନିମନ୍ତେ ବର୍ତ୍ତମାନ ସେମାନଙ୍କୁ ଯୋଗ୍ୟତା ଦିଆଗଲା| (ଦେଖନ୍ତୁ: ଉଦାହରଣ)