Door43-Catalog_or_tn/2CO/03/12.md

723 B

ସେହି କ୍ଷଣସ୍ଥାୟୀ ଗୌରବ ଲୋପ ପାଉଥିଲା

ଈଶ୍ୱରଙ୍କ ଗୌରବର ତେଜ ମୋଶାଙ୍କ ମୁଖରେ ଥିଲା ଓ ସେ ମୁଖରେ ଆବରଣ ଦେଉଥିଲେ, ଯେପରି ଏହା ନିସ୍ତେଜ ହେବା ପୂର୍ବରୁ ଇସ୍ରାଏଲର ଲୋକେ ତାହାଙ୍କୁ ଦେଖି ପାରୁ ନ ଥିଲେ| ଏଠି: “ଈଶ୍ୱରଙ୍କ ଗୌରବର ତେଜ ଲୋପ ପାଉଥିଲା ଯାହା ମୋଶା ମୁଖରୁ ନିସ୍ତେଜ ହେଉଥିଲା” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚ଼ନା)