Door43-Catalog_or_tn/2CO/03/09.md

2.1 KiB

ପାଉଲ ମୋଶାଙ୍କ ବ୍ୟବସ୍ଥା ସହିତ ଖ୍ରୀଷ୍ଟଙ୍କ ସେବାକାର୍ଯ୍ୟକୁ ତୁଳନା କରିବା ନିମନ୍ତେ ଜାରି ରଖନ୍ତି|

ଦଣ୍ଡାଜ୍ଞାର ସେବାକାର୍ଯ୍ୟ

ଏହି ବାକ୍ୟାଂଶ ବ୍ୟବସ୍ଥାକୁ ଦର୍ଶାଏ ଯାହା ଈଶ୍ଵର ମୋଶାଙ୍କୁ ଦେଲେ| ଏହା କେବଳ ଈଶ୍ୱରଙ୍କ ସମ୍ମୁଖରେ ମନୁଷ୍ୟର ଆଜ୍ଞା ଉଲଂଘନକୁ ହିଁ ସୂଚିତ କରେ, ଫଳରେ ମନୁଷ୍ୟ ମୃତ୍ୟୁ ନିମନ୍ତେ ଦଣ୍ଡାଜ୍ଞା ପାଏ|

ଧାର୍ମିକତାର ସେବାକାର୍ଯ୍ୟ

ଏହି ବାକ୍ୟାଂଶ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଦିଆଯାଇଥିବା କ୍ଷମା ବିଷୟକ ବାର୍ତ୍ତାକୁ ଦର୍ଶାଏ| ଏହା ବ୍ୟବସ୍ଥାର ବିପରୀତ କ୍ଷମା ଓ ନୂତନ ଜୀବନ ଦିଏ ଯାହା ମୃତ୍ୟୁକୁ ଅକାମି କରେ|

ଅତି ଅଧିକ ଗୌରବଯୁକ୍ତ

ଖ୍ରୀଷ୍ଟଙ୍କ ଧାର୍ମିକତାର ସେବାକାର୍ଯ୍ୟ, ସେହି ବ୍ୟବସ୍ଥା ଯାହା ଗୌରବମୟ ଥିଲା, ତାହା ଠାରୁ ଆହୁରି ଅତି ଅଧିକ ଗୌରବଯୁକ୍ତ ଅଟେ|

ଯାହା ଥରେ କରାଯାଇଥିଲା…ଯଦି ତାହା ନିମନ୍ତେ

ଏହି ଶବ୍ଦ “ତାହା”ମୋଶାଙ୍କ ବ୍ୟବସ୍ଥାକୁ ଦର୍ଶାଏ|

ଏହା ସମ୍ବନ୍ଧରେ

“ଏହି ପ୍ରକାରେ”

ଏହା ତାହାକୁ ଅତିକ୍ରମ କରେ

“ତାହା ଏହା ଠାରୁ ଉତ୍ତମ ଅଟେ”

କ୍ଷଣସ୍ଥାୟୀ ଥିଲା

“ଏହାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ହୋଇଅଛି”