Door43-Catalog_or_tn/2CO/03/07.md

1.4 KiB

ଆଉ ଯଦି…ଆତ୍ମିକ ସେବାକାର୍ଯ୍ୟ କେତେ ଅଧିକ ଗୌରବଯୁକ୍ତ ନ ହେବ?

ପାଉଲ ଏହି ପ୍ରଶ୍ନକୁ ବ୍ୟବହାର କରି ବର୍ଣ୍ଣନା କରିବା ନିମନ୍ତେ ଯେ, କାହିଁକି ଏହି ଉତ୍ତର ବୁଝିବା ନିମନ୍ତେ ସହଜ ଅଟେ|ଏଠି: “ଯେହେତୁ…ଆତ୍ମିକ ସେବାକାର୍ଯ୍ୟ ଅଧିକରୂପେ ଗୌରବଯୁକ୍ତ ହେବ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଅକ୍ଷରରେ ଖୋଦିତ

“ଅକ୍ଷରରେ କଳାକୃତି”

ମୃତ୍ୟୁଦାୟକ ସେବାକାର୍ଯ୍ୟ…ଆତ୍ମାଙ୍କ ସେବାକାର୍ଯ୍ୟ

ପାଉଲ ଏହି ବାକ୍ୟକୁ ବ୍ୟବହାର କରନ୍ତି “ସେବାକାର୍ଯ୍ୟ” ସେଠାରେ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ବ୍ୟବସ୍ଥା ଦ୍ୱାରା ଆତ୍ମିକ ମୃତ୍ୟୁ, କିମ୍ବା ଆତ୍ମାଙ୍କ ଦ୍ୱାରା ଅନନ୍ତ ଜୀବନ ଯୋଗାଇଲେ| ଏଠି: “ଯେଉଁ ପ୍ରକାରେ ମୃତ୍ୟୁ ପାଇବା ଓ ଆତ୍ମା ପାଇବା ନିମନ୍ତେ ଯୋଗାଇଲେ” (ଦେଖନ୍ତୁ: ଉଦାହରଣ)