Door43-Catalog_or_tn/2CO/02/14.md

1.4 KiB

ଆମ୍ଭମାନଙ୍କୁ ଘେନି ବିଜୟ ଯାତ୍ରା କରୁଅଛନ୍ତି

ପାଉଲ ଖ୍ରୀଷ୍ଟଙ୍କୁ ଦର୍ଶାଉଛନ୍ତି ଯେପରି ସେ ଏକ ସେନାର ନେତା ଅଟନ୍ତି, ଯିଏ ବିଜୟ ନିମନ୍ତେ ସୈନ୍ୟମାନଙ୍କର ନେତୃତ୍ୱ କରୁଅଛନ୍ତି| ଏଠି: “ଆମ୍ଭମାନଙ୍କୁ ବିଜୟ ଦେଉଅଛନ୍ତି” (ଦେଖନ୍ତୁ:ଉଦାହରଣ)

ଜ୍ଞାନରୂପ ସୁବାସ

“ଜ୍ଞାନରୂପ ସୁଗନ୍ଧ” ପାଉଲ ଏହି ବାକ୍ୟାଂଶ “ସୁବାସ” ବ୍ୟବହାର କରନ୍ତି ଯାହା ଆନନ୍ଦଦାୟକ ଜ୍ଞାନକୁ ଦର୍ଶାଏ| ଏଠି: “ଆନନ୍ଦଦାୟକ ଜ୍ଞାନ” (ଦେଖନ୍ତୁ:ଉଦାହରଣ)

ଖ୍ରୀଷ୍ଟଙ୍କ ସୁଗନ୍ଧ ସ୍ୱରୂପ

“ଖ୍ରୀଷ୍ଟଙ୍କ ସୁବାସ” ପାଉଲ ଏହି ବାକ୍ୟାଂଶ “ସୁଗନ୍ଧ ସ୍ୱରୂପ ” ବ୍ୟବହାର କରନ୍ତି ଯାହା ଆନନ୍ଦଦାୟକ ଜ୍ଞାନକୁ ଦର୍ଶାଏ| ଏଠି: “ଖ୍ରୀଷ୍ଟଙ୍କ ଆନନ୍ଦଦାୟକ ଜ୍ଞାନ|” (ଦେଖନ୍ତୁ:ଉଦାହରଣ)