Door43-Catalog_or_tn/2CO/02/12.md

1.1 KiB

ପୁଣି ମୋହର ନିମନ୍ତେ ସୁଯୋଗରୂପ ଦ୍ୱାର ମୁକ୍ତ ହେଲା

ଯେପରି ଏକ ଖୋଲା ଦ୍ୱାର ଜଣକୁ ଅନୁମତି ଦିଏ ତାହା ମଧ୍ୟରେ ଗମନ କରିବା ନିମନ୍ତେ, ସେହିପରି ପାଉଲଙ୍କୁ ସୁଯୋଗ ମିଳିଲା ତ୍ରୋୟାରେ ସୁସମାଚାର ପ୍ରଚାର କରିବା ନିମନ୍ତେ| ଏଠି: “ମୁଁ ଏକ ସୁଯୋଗ ଦିଆଗଲା” (ଦେଖନ୍ତୁ: ଉଦାହରଣ)

ମୋହର ଭାଇ ତୀତସ

ପାଉଲ ସମୟ ସମୟରେ ଅନ୍ୟ ଲୋକମାନଙ୍କୁ ଖ୍ରୀଷ୍ଟରେ ଆପଣା ଭାଇ ବୋଲି ଦର୍ଶାନ୍ତି ଯେଉଁମାନେ ତାହାଙ୍କ ସେବାକାର୍ଯ୍ୟରେ ଅଂଶୀଦାର ଅଟନ୍ତି|

ତେଣୁ ମୁଁ ସେମାନଙ୍କୁ ପରିତ୍ୟାଗ କଲି

“ତେଣୁ ମୁଁ ତ୍ରୋୟାର ଲୋକମାନଙ୍କୁ ଛାଡ଼ିଦେଲି”