Door43-Catalog_or_tn/2CO/01/23.md

1.0 KiB

ମୁଁ ଈଶ୍ୱରଙ୍କୁ ସାକ୍ଷୀ ମାନି ମୋ' ପ୍ରାଣର ଶପଥ କରୁଅଛି

ଏହି ବାକ୍ୟାଂଶ “ସାକ୍ଷୀ ମାନି” ଏକ ବିବାଦକୁ ସମାଧାନ କରିବା ନିମନ୍ତେ ଯାହା ସେମାନେ ଦେଖିଅଛନ୍ତି ଓ ଶୁଣିଅଛନ୍ତି ତାହା କହିବା ବ୍ୟକ୍ତିକୁ ଦର୍ଶାଏ| “ଯାହା ମୁଁ କହେ ତାହା ସତ୍ୟ ଅଟେ ତାହା ଦେଖାଇବାକୁ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରେ”

ଆପଣା ବିଶ୍ୱାସରେ ସ୍ଥିର ହୋଇ ରୁହ

ଏହି ଶବ୍ଦ “ସ୍ଥିର” ଦର୍ଶାଯାଇପାରେ କିଛି ବିଷୟକୁ ଯାହା ଅପରିବର୍ତ୍ତନୀୟ ଅଟେ| ଏଠି: “ଆପଣା ବିଶ୍ୱାସରେ ଦୃଢ଼ ହୋଇ ରୁହ” (ଦେଖନ୍ତୁ: ରୂଢ଼୍ୟୋକ୍ତି)