Door43-Catalog_or_tn/2CO/01/21.md

667 B

ପାଉଲ ଓ ତିମଥି କରିନ୍ଥୀ ମଣ୍ଡଳୀର ଲୋକଙ୍କୁ ସେମାନଙ୍କ ପତ୍ର ଲେଖିବାକୁ ଜାରି ରଖନ୍ତି|

ସେ ମଧ୍ୟ ଆମ୍ଭମାନଙ୍କୁ ତାହାଙ୍କ ମୁଦ୍ରାରେ ମୁଦ୍ରାଙ୍କିତ କରିଅଛନ୍ତି

ଏହି ବାକ୍ୟାଂଶ “ତାହାଙ୍କ ମୁଦ୍ରାରେ” ଈଶ୍ୱରଙ୍କ ଅନୁମୋଦନୀୟକୁ ଦର୍ଶାଏ| ଏଠି: “ଆମ୍ଭମାନଙ୍କୁ ଅନୁମୋଦନ କରନ୍ତି|” (ଦେଖନ୍ତୁ: ଉଦାହରଣ)