Door43-Catalog_or_tn/2CO/01/19.md

1.2 KiB

ହୁଏ ନାହିଁ

ପାଉଲ ଓ ତିମଥି ଦର୍ଶାଉଛନ୍ତି, କିପରି ଯୀଶୁ ଏକ ଅନୁରୋଧକୁ ଉତ୍ତର ଦେଉଅଛନ୍ତି| ଏଠି: “ଉତ୍ତର ଦିଅନ୍ତି ନାହିଁ” (ଦେଖନ୍ତୁ: ସ୍ପଷ୍ଟବାଦୀ ଏବଂ ଅବ୍ୟକ୍ତ ସୂଚ଼ନା)

ତାହାଙ୍କଠାରେ “ହଁ” ଅଛି

ଏହି ଶବ୍ଦ “ହଁ” ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ପୂରଣ କରିବେ ଏହା ଜାଣିଥିବା ଏକ ବ୍ୟକ୍ତିକୁ ଦର୍ଶାଏ| ଏଠି: “ଯୀଶୁ ଖ୍ରୀଷ୍ଟ ଯାହା କରିଥିବା କାରଣରୁ, ନିଶ୍ଚିତ ଦିଆଯିବ” (ଦେଖନ୍ତୁ: ସ୍ପଷ୍ଟବାଦୀ ଏବଂ ଅବ୍ୟକ୍ତ ସୂଚ଼ନା)

“ହଁ” ତାହାଙ୍କଠାରେ… ତାହାଙ୍କୁ ଆମ୍ଭେମାନେ କହିଥାଉ

ଏହି ଶବ୍ଦ “ତାହାଙ୍କୁ” ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଏ|