Door43-Catalog_or_tn/2CO/01/17.md

1.6 KiB

ତେବେ ଏହିପ୍ରକାରେ ଇଛା କରିବାର, ମୁଁ କଅଣ ଦ୍ୱିଧାଗ୍ରସ୍ତ ହେଲି?

ପାଉଲ ଓ ତିମଥି ସେମାନେ ଆପଣା ନିଷ୍ପତ୍ତି ବିଷୟରେ ନିଶ୍ଚିତ ଏହା ଦେଖାଇବାକୁ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି| ଏଠି: “ଯେତେବେଳେ ମୁଁ ଏହିପ୍ରକାରେ ଚିନ୍ତା କଲି, ମୁଁ ମୋ ନିଷ୍ପତ୍ତିରେ ଆତ୍ମବିଶ୍ୱାସୀ ଥିଲି” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମୁଁ କଅଣ ଦ୍ୱିଧାଗ୍ରସ୍ତ ହେଲି

“ମୁଁ କଅଣ ଅନିଶ୍ଚିତ ଥିଲି”

ଅବା, ମୁଁ ଯାହା ସଙ୍କଳ୍ପ କରିଥାଏ, ତାହା କଅଣ ସାଂସାରିକ ଭାବରେ କରିଥାଏ ଯେ, ମୋହର କଥା “ହଁ, ହଁ” ଏବଂ

“ନା, ନା” ଏକ ସମୟରେ ହୁଏ? ପାଉଲ ତାହାଙ୍କ ସାଧୁତାକୁ ରକ୍ଷା କରନ୍ତି| ଏଠି: “ଈଶ୍ୱର ଯାହା ଚାହାନ୍ତି ସେହିପରି ମୁଁ ସଙ୍କଳ୍ପ କରିଥାଏ, ମୁଁ ହଁ କିମ୍ବା ନା କହିବି, କେବଳ ଯେତେବେଳେ ମୁଁ ଜାଣେ ଯେ ମୋହର ଉତ୍ତର ସତ୍ୟ ଅଟେ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)