Door43-Catalog_or_tn/2CO/01/12.md

1.2 KiB

ଆମ୍ଭମାନଙ୍କର ବିବେକ ସାକ୍ଷ୍ୟ ଦେଉଅଛି

ପାଉଲଙ୍କ ଓ ତିମଥିଙ୍କ ଚିନ୍ତାଧାରା ଦ୍ୱାରା ସେମାନଙ୍କ ଆଚରଣ ବିଷୟରେ ପ୍ରମାଣ ଦେଉଅଛନ୍ତି|

ସଂସାରିକ ଜ୍ଞାନ

“ମାନବୀୟ ଜ୍ଞାନ”

ଆମ୍ଭେମାନେ ଆଉ କିଛି ଲେଖୁ ନାହୁଁ ଯାହା ତୁମ୍ଭେମାନେ ପାଠ କରି ପାର ନାହିଁ କିମ୍ବା ବୁଝି ପାର ନାହିଁ

“ଆମ୍ଭେମାନେ ପ୍ରତ୍ୟେକ ବିଷୟ ତୁମ୍ଭମାନଙ୍କୁ ଲେଖୁଅଛୁ, ଯାହା ତୁମ୍ଭେମାନେ ପାଠ କରିପାର ଓ ବୁଝିପାର” (ଦେଖନ୍ତୁ: ଲିଟୋଟସ୍)

ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ

ଏଠି: “ତୁମ୍ଭେମାନେ ଯେପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ” (ଦେଖନ୍ତୁ: ଶବ୍ଦର ବିଲୋପ)