Door43-Catalog_or_tn/2CO/01/08.md

2.8 KiB

ପାଉଲ ଓ ତିମଥି ଆପଣା ପତ୍ରକୁ ଜାରି ରଖନ୍ତି|

ତୁମ୍ଭେମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଛା ନୁହେଁ

“ତୁମ୍ଭେମାନେ ଜାଣ, ଏହା ଆମ୍ଭେମାନେ ଇଛା କରୁ” (ଦେଖନ୍ତୁ: ଲିଟୋଟସ୍)

ସମ୍ପୂର୍ଣ୍ଣଭାବେ ଚୁର୍ଣ୍ଣବିଚୁର୍ଣ୍ଣ ହୋଇଥିଲୁ

ଏହି ଶବ୍ଦ “ଚୁର୍ଣ୍ଣବିଚୁର୍ଣ୍ଣ” ନୈରାଶ୍ୟର ଅନୁଭବକୁ ଦର୍ଶାଏ| ଏଠି: “ସମ୍ପୂର୍ଣ୍ଣଭାବେ ନୈରାଶ୍ୟ”

ଆମ୍ଭମାନଙ୍କ ଶକ୍ତିରୁ ଅଧିକ

ପାଉଲ ଓ ତିମଥି ସେମାନଙ୍କ ନୈରାଶ୍ୟ ହେବାର ଭାବନାଗୁଡ଼ିକୁ, ଯେପରି ସେମାନେ ଅତ୍ୟଧିକ ବୋଝ ବହନ କରିବାକୁ ହେବ ବୋଲି ଦର୍ଶାନ୍ତି| (ଦେଖନ୍ତୁ: ଉଦାହରଣ)

ଆମ୍ଭେମାନେ ମୃତ୍ୟୁରେ ସମର୍ପିତ ହୋଇଅଛୁ

ପାଉଲ ଓ ତିମଥୀ ଆପଣାମାନଙ୍କ ନୈରାଶ୍ୟର ଅନୁଭବକୁ, କେହି ଜଣେ ମୃତ୍ୟୁ ନିମନ୍ତେ ଦୋଷୀ ସାବ୍ୟସ୍ତ ହେବା ସଙ୍ଗେ ତୁଳନ କରନ୍ତି| ଏଠି: “ଆମ୍ଭେମାନେ ନୈରାଶ୍ୟ ହୋଇଅଛୁ ଯେପରି କେହି ଜଣେ ମୃତ୍ୟୁ ନିମନ୍ତେ ଦୋଷୀ ସାବ୍ୟସ୍ତ ହୁଏ|” (ଦେଖନ୍ତୁ: ଉଦାହରଣ)

କିନ୍ତୁ ତାହା ପରିବର୍ତ୍ତେ ଈଶ୍ୱରଙ୍କ ଠାରେ

ଏହି ଶବ୍ଦଗୁଡିକ “ଆମ୍ଭମାନଙ୍କ ବିଶ୍ୱାସ ରଖୁ” ଏହି ବାକ୍ୟାଂଶରୁ ବାଦ ହୋଇଯାଇଛି| ଏଠି: “କିନ୍ତୁ ତାହା ପରିବର୍ତ୍ତେ, ଆମ୍ଭମାନଙ୍କ ବିଶ୍ୱାସ ଈଶ୍ୱରଙ୍କ ଠାରେ ରଖୁ” (ଦେଖନ୍ତୁ: ଶବ୍ଦର ବିଲୋପ)

ଯେ ମୃତମାନଙ୍କୁ ଉଠାନ୍ତି

“ଯେ ମୃତମାନଙ୍କୁ ଜୀବିତ ଫେରାଇ ଆଣନ୍ତି”

ଏକ ସାଙ୍ଘାତିକ ବିପଦରୁ

ପାଉଲ ଓ ତିମଥୀ ଆପଣାମାନଙ୍କ ନୈରାଶ୍ୟର ଅନୁଭବକୁ, ଆସନ୍ନ ସାଂଘାତିକ ବିପଦ ବା ଭୟାନକ ବିପଦ ସଙ୍ଗେ ତୁଳନା କରନ୍ତି| (ୟୁଡିବି). ଏଠି: “ନୈରାଶ୍ୟ” (ଦେଖନ୍ତୁ: ଉଦାହରଣ)