Door43-Catalog_or_tn/2CO/01/05.md

943 B

ପାଉଲ ଓ ତିମଥି କରିନ୍ଥୀରେ ମଣ୍ଡଳୀର ଲୋକମାନଙ୍କୁ ଉତ୍ସାହ ଦିଅନ୍ତି|

କାରଣ ଆମ୍ଭମାନଙ୍କ ସକାଶେ ଖ୍ରୀଷ୍ଟଙ୍କ ଦୁଖଃଭୋଗ ଯେପରି ପ୍ରଚୁର

“କାରଣ ଆମ୍ଭମାନଙ୍କ ସକାଶେ ଖ୍ରୀଷ୍ଟ ଯେପରି ବହୁତ ଦୁଖଃଭୋଗ କଲେ”

କିନ୍ତୁ ଯଦି ଆମ୍ଭେମାନ ଦୁଖଃଭୋଗ କଲେ

ପାଉଲ କରିନ୍ଥୀୟମାନଙ୍କ ଠାରୁ ଅଲଗା ସେମାନଙ୍କ ଆପଣା ଦୁଖଃଭୋଗ ବିଷୟରେ ବର୍ଣ୍ଣନା କରନ୍ତି| (ଦେଖନ୍ତୁ ସୀମା ବହିର୍ଭୁକ୍ତ)

ଯେଉଁ ସମସ୍ତ କାର୍ଯ୍ୟ

“ଯାହା ତୁମ୍ଭେ ଅନୁଭବ କର”