Door43-Catalog_or_tn/2CO/01/03.md

1.4 KiB

ପାଉଲ ଓ ତିମଥି ସେମାନଙ୍କ ପତ୍ରର ପରିଚ଼ୟକୁ ଜାରି ରଖନ୍ତି|

ଈଶ୍ୱର ଓ ପିତା

“ଈଶ୍ୱର, ଯିଏ ପିତା ଅଟନ୍ତି”

ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର

ଏହି ବାକ୍ୟାଂଶଗୁଡ଼ିକ ସମାନ ବିଷୟ ସମାନ୍ତର ଭାବେ କୁହାଯାଇଛି| ଏହି ଶବ୍ଦଗୁଡ଼ିକ “ପିତା” ଏବଂ “ଈଶ୍ୱର” ବର୍ଣ୍ଣନା କରିବାକୁ ବ୍ୟବହାର କରାଯାଇଛି ଯେପରି ଈଶ୍ୱର “ଜଣେ ଯିଏ ଦିଅନ୍ତି” କିମ୍ବା “ଉତ୍ସ” କାରଣ ଈଶ୍ୱର ସମସ୍ତ ବିଷୟର ଉତ୍ସ ଅଟନ୍ତି| ଏଠି: “ସମସ୍ତ ଦୟା ଓ ସମସ୍ତ ସାନ୍ତ୍ୱନାର ଉତ୍ସ ଅଟନ୍ତି” (ଦେଖନ୍ତୁ: ସମାନ୍ତରତା)

ଆମ୍ଭମାନଙ୍କ ସମସ୍ତ କ୍ଲେଶରେ ଆମ୍ଭମାନଙ୍କୁ ସାନ୍ତ୍ୱନା ପ୍ରଦାନ କରନ୍ତି

“ଆମ୍ଭମାନଙ୍କ” ଏବଂ “ଆମ୍ଭମାନଙ୍କୁ” କରିନ୍ଥୀୟମାନଙ୍କ ସମେତ| (ଦେଖନ୍ତୁ: ସୀମା ଅନ୍ତର୍ଭୁକ୍ତ)