Door43-Catalog_or_tn/2CO/01/01.md

1.3 KiB

ପାଉଲ କରିନ୍ଥୀସ୍ଥ ଲୋକମାନଙ୍କୁ ପତ୍ର ଲିଖିବାକୁ ଜାରି ରଖନ୍ତି

ଏହା ମୁଁ ମନରେ ସ୍ଥିର କଲି

“ମୁଁ ସ୍ଥିର କଲି”

ତୁମ୍ଭମାନଙ୍କୁ ଦୁଃଖ ଦିଏ

ଏଠି: “ଯେତେବେଳେ ତୁମ୍ଭେ ଯାହା କରୁଅଛ ମୁଁ ଦୃଢ଼ ଭାବେ ଅନୁମୋଦନୀୟ କରେ ନାହିଁ”

ଯେଣୁ ମୁଁ ଯଦି ତୁମ୍ଭମାନଙ୍କୁ ଦୁଃଖ ଦିଏ,ତେବେ ଯାହାକୁ ମୁଁ ଦୁଃଖ ଦିଏ, ତାହା ଛଡ଼ା କିଏ ମୋତେ ଆନଦ ଦେବ?

ପାଉଲ କରିନ୍ଥୀୟମାନଙ୍କୁ କୁହନ୍ତି ଯେ, ସେମାନେ ତାହାଙ୍କୁ ଆନନ୍ଦ ଦିଅନ୍ତି ଓ ସେମାନଙ୍କୁ ଦୁଃଖ ଦିଅନ୍ତି ସେମାନେ ଉଭୟେ ଦୁଃଖିତ ହୁଅନ୍ତି| ଏଠି: “ଯଦି ମୁଁ ତୁମ୍ଭମାନଙ୍କ ଦୁଃଖର କାରଣ ହୁଏ, ତେବେ ମୁଁ ଦୁଃଖିତ ହେବି କାରଣ ତୁମ୍ଭେମାନେ ଦୁଃଖିତ ଅଟ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)