Door43-Catalog_or_tn/1TI/06/17.md

2.1 KiB

ଧନ ଅସ୍ଥାୟୀ ଅଟେ

'' ଅନେକ ବିଷୟ ଯାହା ସେମାନଙ୍କର ଅଛି ସେମାନେ ହରେଇ ପାରନ୍ତି '' ସନ୍ଦର୍ଭ ଏଠାରେ ଶାରୀରିକ ବସ୍ତୁଗୁଡିକୁ ।

ସତ୍ୟ ଧନମାନ

'' ବସ୍ତୁ ଯାହା ଆମ୍ଭମାନଙ୍କୁ ବାସ୍ତବରେ ଖୁସି କରେ '' ସନ୍ଦର୍ଭ ଏଠାରେ ଶାରୀରିକ ବସ୍ତୁଗୁଡିକକୁ ଅନ୍ତର୍ଭୁକ୍ତ କରିପାରେ , କିନ୍ତୁ ଏହା ସମ୍ଭବତଃ ଅଧିକ ପ୍ରେମ ,ଆନନ୍ଦ ଓ ଶାନ୍ତି ପରି ଅବସ୍ଥାଗୁଡିକକୁ ସୂଚାଏ ଯାହା ଲୋକମାନେ ଶାରୀରିକ ବସ୍ତୁର ସାହାଯ୍ୟରେ ଲାଭ କରିବାକୁ ଚେଷ୍ଟା କରନ୍ତି ।

ଉତ୍ତମ କାର୍ଯ୍ୟରେ ଧନୀ ହୁଅ

'' ଶାରୀରିକ ସମ୍ପତିରେ ଯେପରି ତୁମ୍ଭେ ଦେଖାଯିବ ସେହିପରି ଉତ୍ତମ କାର୍ଯ୍ୟ କରିବାକୁ ଏକ ସୁଯୋଗ ଖୋଜ'' କିମ୍ବା '' ଯେପରି ତୁମ୍ଭେ ଶାରୀରିକ ସମ୍ପତିକୁ ଅନୁଭବ କର ସେହିପରି ଉତ୍ତମ କାର୍ଯ୍ୟ କରିବା ଅନୁଭବ କର ''

ମୁଳଦୁଆ

'' ଗୃହ ନିର୍ମାଣ କରିବାକୁ ପ୍ରଥମ ଭାଗ । ଏହା ଏକ ଉପମା ପ୍ରଥମରେ '' ସତ୍ୟ ଧନମାନ '' ଓ '' ପ୍ରକୃତ ଜୀବନ '' ର ଆରମ୍ଭରେ ଈଶ୍ଵର ଅନନ୍ତକାଳରେ ଆପଣା ଲୋକମାନଙ୍କୁ ଦେବା ନିମନ୍ତେ ।( ଦେଖନ୍ତୁ: Metaphor [ଉପମା କିମ୍ବା ତୁଳନା ])

ପ୍ରକୃତ ଜୀବନ ଧରି ରଖ

ଏହା କ୍ରୀଡା ଉପମାର ଉପମାକୁ ପୁଣି ଡାକେ )