Door43-Catalog_or_tn/1TI/06/09.md

2.3 KiB

ଭିତରକୁ ପଡିଲେ

ଜଣେ ବ୍ୟକ୍ତିର ମାନସିକ ପ୍ରକ୍ରିୟା କିମ୍ବା ଜୀବନ ହରାଇବା ନିମନ୍ତେ ଏହା ଏକ ଉପମା ଅଟେ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])

ପରୀକ୍ଷାରେ ପଡିବା

'' ସେମାନେ ବିରୋଧ କରି ପାରିବାଠାରୁ ଅନେକ ପରୀକ୍ଷାଗୁଡିକ ''

ଫାନ୍ଦରେ ପଡିବା

'' ଗୋଟିଏ ଫାନ୍ଦରେ ପଡିଯିବା '' ଏକ ଏକ ଉପମା ନିଜର ଲାଭ ପାଇଁ କାର୍ଯ୍ୟ କରିବାକୁ ଅସକ୍ଷମ ଓ ଯିଏ ତାହାପ୍ରତି କ୍ଷତି କରିବ ତାହାଠାରୁ ନିଜକୁ ରକ୍ଷା କରିବାକୁ ଅସହାୟ ।( ଦେଖନ୍ତୁ: [ଉପମା କିମ୍ବା ତୁଳନା ])

ଅନେକ ପ୍ରକାର ମୁର୍ଖାମୀ ଓ କ୍ଷତିଜନକ ଅଭିଳାଷରେ..... ପଡ଼ନ୍ତି

'' ଅସଙ୍ଗତ ଓ କ୍ଷତି କରିବା ଅଭିଳାଷରେ ନିୟନ୍ତ୍ରଣ ହୁଅନ୍ତି ''

ଲୋକମାନଙ୍କୁ ମଗ୍ନ କରନ୍ତି

'' ଲୋକମାନଙ୍କୁ ତଳକୁ ଟାଣି ଆଣନ୍ତି ''

କାରଣ ଧନଲୋଭ ସମସ୍ତ ଅନିଷ୍ଟର ମୂଳ

'' କାରଣ ଅର୍ଥର ଲୋଭ ସମସ୍ତ ପ୍ରକାରର ମନ୍ଦତା ଉତ୍ପନ କରେ ''

ଆପଣା ଆପଣାକୁ ........ ଦୁଃଖ

ଏହି ଉପମା ଦୁଃଖକୁ ଛୁରୀ ସହ ତୁଳନା କରେ କିମ୍ବା ବର୍ଚ୍ଛା ଯାହା ଏକ ବ୍ୟକ୍ତି ନିଜକୁ ନିଜ ଦେହସାରା ପ୍ରହାର କରିବାକୁ ବ୍ୟବହାର କରେ ।

କିଏ ଏହା ଇଚ୍ଛା କରେ

'' କିଏ ଅର୍ଥ ଇଚ୍ଛା କରେ ''

ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି

'' ସତ୍ୟର ପଥ ତ୍ୟାଗ କରିଅଛନ୍ତି '' କିମ୍ବା '' ସତ୍ୟକୁ ବିଶ୍ଵାସ କରିବା ତ୍ୟାଗ କରିଅଛନ୍ତି ''