Door43-Catalog_or_tn/1TI/06/03.md

2.9 KiB

ଯଦି କେହି ଶିକ୍ଷା ଦିଏ

'' ଯେକେହି ଶିକ୍ଷା ଦିଏ '' କିମ୍ବା'' ଯେଉଁମାନେ ଶିକ୍ଷା ଦିଅନ୍ତି '' ପାଉଲ ମାନିନିଅନ୍ତି ଯେ ବାସ୍ତବରେ ଲୋକମାନେ ଭିନ୍ନରୁପେ ଶିକ୍ଷା ଦିଅନ୍ତି ; ଏହା ଏକ ପରିକଳ୍ପିତ ଘଟଣା ନୁହେଁ ।( ଦେଖନ୍ତୁ :
ପରିକଳ୍ପିତ ଅବସ୍ଥା)

କେହିଜଣେ...ସେ...ସେ

UDB ବହୁବଚନକୁ ବ୍ୟବହାର କରେ '' କିଛି ଲୋକ.....ସେହିପରି ଲୋକ.....ସେମାନେ'' ତାହା କହିବାକୁ '' କେହିଜଣେ '' ଯେ '' ଶିକ୍ଷାଦିଏ'' ପୁରୁଷ କିମ୍ବା ମହିଳା ହୋଇପାରେ, ଜଣେ ଲୋକ କିମ୍ବା ଅନେକ ଲୋକେ । ଏହି ଅର୍ଥରେ ଶୃଙ୍ଖଳାକୁ ଆପଣଙ୍କ ଭାଷାରେ ବ୍ୟବହାର କରନ୍ତୁ ଯାହା ଅନୁମତି ଦିଏ ।

ସେ ତର୍କବିତର୍କ ସହିତ ରୋଗୀ ଅଟେ

'' ଯାହା ସେ କରେ ତାହା ତର୍କବିତର୍କ ଅଟେ '' କିମ୍ବା '' ସେମାନେ ତର୍କବିତର୍କଗୁଡିକୁ ଅଭିଳାଷ କରନ୍ତି '' ସେହିପରି ଲୋକେ ବିବାଦ କରିବାକୁ ଅଧିକ ପସନ୍ଦ କରନ୍ତି , ଓ ପ୍ରକୃତରେ ରାଜି ହେବାକୁ ଏକ ପଥ ବାହାର କରନ୍ତି ନାହିଁ ।

ଶବ୍ଦ ଯୁଦ୍ଧଗୁଡିକ

'' ଶବ୍ଦର ଅର୍ଥ ଉପରେ ତର୍କବିତର୍କ '' କିମ୍ବା '' ଶବ୍ଦ ଯାହା ଲଢ଼େଇ ଉତ୍ପନ କରେ '' ଶବ୍ଦଗୁଡିକର ଅର୍ଥ ଅନ୍ୟମାନଙ୍କୁ କଷ୍ଟ ଦେବା''

ଈର୍ଷା କରିବା

'' ଯାହା ଅନ୍ୟମାନଙ୍କର ଅଛି ତାହା ନିଜର କରିବାକୁ ଅଭିଳାଷ କରିବା ''

ବିରୋଧ

'' ବିଶ୍ଵାସୀଙ୍କ ମଧ୍ୟରେ ତର୍କବିତର୍କଗୁଡିକ ''

ଅପମାନ କରିବା

'' ପରସ୍ପରପ୍ରତି ଲୋକମାନେ ଖରାପ ବିଷୟ ମିଛରେ କହିବା ''

ଦୁମନ୍ଦ ସନ୍ଦେହ ଗୁଡିକ

'' ଯେ ସେମାନଙ୍କ ସହିତ ରାଜି ନୁହେଁ ସେ ମନ୍ଦ କରିବାକୁ ଚେଷ୍ଟା କରେ ବୋଲି କହିବା ''

ବିବାଦ

'' ଯାହା ବହୁତ ସମୟ ରୁହେ ସେହିପରି ଝଗଡ଼ା ''

ଭ୍ରଷ୍ଟମନଗୁଡିକ

'' ମନ ଯାହା ଖରାପ ବିଚାରରେ ନଷ୍ଟହୋଇଅଛି''